28.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଡାକ୍ତର, ନର୍ସ, ପାରାମେଡିଲା କର୍ମଚାରୀଙ୍କୁ ମିଳିବ ୪ ମାସର ଆଗୁଆ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଡାକ୍ତର, ନର୍ସ, ପାରାମେଡିଲା କର୍ମଚାରୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ୪ ମାସ ଆଗୁଆ ଦରମା ଦେବାପାଇଁ କହିଛନ୍ତି । ଏପ୍ରିଲ , ମେ, ଜୁନ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଖରାପ ବ୍ୟବହାରେ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ସ୍ୱାସ୍ଥୟ କର୍ମଚାରୀଙ୍କ ମୁଖ୍ୟମନ୍ତ୍ରୀ ଖୁବ୍ ପ୍ରଶଂସା କରିଛନ୍ତି । ସେବା ଓ ନିଷ୍ଠାପର କାମର ତୁଳନା ନାହିଁ । ଏ ଦେଶ ସହ ଆମେ ମାନେ ଆପଣମାନଙ୍କ ସହ ରହିଛୁ , ଆପଣମାନେ ସେବା ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
https://onakhabar.com/2020/03/25/telangana-cm-threatens-to-shoot-at-sight/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking