କାଠୁଆରେ ବାଦଲ ଫଟା ବର୍ଷା: ୪ ମୃତ

ଜମ୍ମୁ–କାଶ୍ମୀର: କିସ୍ତୱାରରେ ବାଦଲ ଫଟା ବର୍ଷା ଯୋଗୁଁ ଘଟିଥିବା ବିପର୍ଯ୍ୟୟର ମାତ୍ର କିଛି ଦିନ ପରେ, ଏବେ କାଠୁଆରେ ବାଦଲ ଫଟା ବର୍ଷା ହୋଇଛି। ରବିବାର (୧୭ ଅଗଷ୍ଟ) କାଠୁଆ ଜିଲ୍ଲାର ଯୋଡ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଅନେକ ଘର ଭଗ୍ନାବଶେଷରେ ପରିଣତ ହୋଇଛି। ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଖବର ଆସିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ … Continue reading କାଠୁଆରେ ବାଦଲ ଫଟା ବର୍ଷା: ୪ ମୃତ