ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ସରକାର । ବିଜେଡି ସରକାର କରିଥିବା ବିଭିନ୍ନ ଯୋଜନାକୁ ବନ୍ଦ କରିବାରେ ଲାଗିଛନ୍ତି ରାଜ୍ୟର ନୂଆ ସରକାର । ଏହି କ୍ରମରେ ନବୀନ ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି ମୋହନ ସରକାର । ତେବେ ଏବେ ଆରମ୍ଭ ହେବ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ରାଜ୍ୟ ସରକାର ଚଳିତ ବର୍ଷ ଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ । ଯୋଜନାର ନିଦେ୍ର୍ଧଶାବଳୀ ପ୍ରସ୍ତୁତି … Continue reading ବନ୍ଦ ହେଲା ‘ନୂଆ-ଓ’
Copy and paste this URL into your WordPress site to embed
Copy and paste this code into your site to embed