କ୍ଲିନ୍ ଇମେଜ ବ୍ୟକ୍ତି ବିଜେପିକୁ ଆସୁଛନ୍ତି : ଅନୀଲ ବିଶ୍ୱଳ

ଭୁବନେଶ୍ୱର : ବିଜେପିରୁ ସୁକାନ୍ତ ନାଏକ, ପ୍ରକାଶ ବେହେରାଙ୍କ ଇସ୍ତଫା ପ୍ରସଙ୍ଗ । ଇସ୍ତଫା ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱଳଙ୍କ ପ୍ରତିକ୍ରିୟା । ବିଜେଡିର ୬ ଥରର ସାଂସଦ କାଲି ବିଜେପିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ୨ ଥରର ସାଂସଦ ବିଜେପିରେ ଯୋଗଦେଇଛନ୍ତି । ଭାରତୀୟ ଜନତା ପାର୍ଟିକୁ ଅଧିକ ଲୋକ ଆସୁଛନ୍ତି । ଯାହାର କ୍ଲିନ ଇମେଜ ସେମାନେ ବିଜେଡି ଛାଡି ବିଜେପିକୁ ଆସୁଛନ୍ତି ।