28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଡିସିପିଙ୍କୁ ମୂର୍ତ୍ତି ଉଚ୍ଚତା ଜଣାଇବ କମିଟି

ଡିସିପିଙ୍କୁ ମୂର୍ତ୍ତି ଉଚ୍ଚତା ଜଣାଇବ କମିଟି

ଭୁବନେଶ୍ୱର: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ମୂର୍ତ୍ତିର ଉଚ୍ଚତା କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବେ । ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ । ଡିସିପିଙ୍କୁ ଜଣାଇବା ପରେ ପୋଲିସ ପୂଜା ମଣ୍ଡପ ବୁଲି ଦେଖିବେ । କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ । ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିଲେ ସେତିକି ରଖିବେ । ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ଦ୍ଦେଶକକୁ ନେଇ ହାଇକୋର୍ଟ ଯାଇଥିଲେ କମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking