32.1 C
Bhubaneswar
Thursday, March 28, 2024
Homeଓଡିଶାନବମ ଆବସେଣ୍ଟର ସମୀକ୍ଷା ହେବ-ମନ୍ତ୍ରୀ

ନବମ ଆବସେଣ୍ଟର ସମୀକ୍ଷା ହେବ-ମନ୍ତ୍ରୀ

ଭୁବନେଶ୍ୱର: ୧୫ ହଜାର ନବମ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି , ସମୀକ୍ଷା ହେବ । ସମୀକ୍ଷା ହେବା ନେଇ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମ୍ପୃକ୍ତ ପିଲାଙ୍କ ଅଭିଭାବକ ଙ୍କ ସହ ଆଲୋଚନା ହେବ କହିଲେ ମନ୍ତ୍ରୀ । ଅଭିଭାବକ ମାନଙ୍କ ସହ ଆଲୋଚନା କରି ସ୍କୁଲ କୁ ଆଣିବା ବ୍ୟବସ୍ଥା ହେବ । ଡ୍ରପ ଆଉଟ ପିଲାଙ୍କୁ ସ୍କୁଲ କୁ ଆଣିବାକୁ ସବୁ ସ୍ତରରେ ଉଦ୍ୟମ ହେବ କହିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking