ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କୁ ତ୍ରିରଙ୍ଗା ବାଣ୍ଟିଲେ ସିଆଇଏସ୍‌ଏଫ୍‌ ୟୁନିଟ୍

ଭୁବନେଶ୍ବର: ରାତି ପାହିଲେ ସ୍ବାଧୀନତା ଦିବସ । ଦେଶ ପାଳନ କରିବ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି । ଏହାକୁ ନେଇ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ହର୍‌ ଘର୍ ତ୍ରିରଙ୍ଗା ଅଭିଯାନ । ଏହି ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ମଧ୍ୟ ହର୍‌ ଘର୍ ତ୍ରିରଙ୍ଗା ଅଭିଯାନ ପାଳନ ହୋଇଛି । ସିଆଇଏସ୍ଏଫ୍ ୟୁନିଟ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ବିମାନ ବନ୍ଦର ଯାତ୍ରୀଙ୍କୁ … Continue reading ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କୁ ତ୍ରିରଙ୍ଗା ବାଣ୍ଟିଲେ ସିଆଇଏସ୍‌ଏଫ୍‌ ୟୁନିଟ୍