ଚୌଦ୍ୱାର ଜେଲ୍‌କୁ ଗଲା ଠକ ମୌଲାନା, ୯୫ ଆକାଉଣ୍ଟରୁ ମିଳିଲା ପୁଳାପୁଳା ଟଙ୍କା

କଟକ: ଚୌଦ୍ଵାର ଜେଲ ଗଲା ଠକ ମୌଲାନା କୈଫି ଖାନ। ସେ ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡ଼ିଥିଲା। ପରେ ଗିରଫ ହୋଇ ୪ ଦିନିଆ ରିମାଣ୍ଡରେ ଯାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି … Continue reading ଚୌଦ୍ୱାର ଜେଲ୍‌କୁ ଗଲା ଠକ ମୌଲାନା, ୯୫ ଆକାଉଣ୍ଟରୁ ମିଳିଲା ପୁଳାପୁଳା ଟଙ୍କା