୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ

road strike chowdar

କଟକ : ଏନଏଚ ବା ଜାତୀୟ ରାଜପଥ ୫୫ କାମ ବିଳମ୍ବ ଯୋଗୁଁ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ ଡାକରା ଦିଆଯାଇଛି । ରାସ୍ତା ମରଣଯନ୍ତା ଓ କାମରେ ଅହେତୁକ ବିଳମ୍ବ ଯୋଗୁଁ ଲୋକମାନେ ଉତ୍ତେଜିତ ହୋଇଛନ୍ତି । ରାସ୍ତା ଖରାପ ଯୋଗୁଁ ଅନେକ ନିରୀହ ଲୋକଙ୍କର ଜୀବନ ମଧ୍ୟ ଚାଳିଯାଇଛି । ଏନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଚୌଦ୍ୱାର ଜାଗରଣ ମଞ୍ଚ ।

LEAVE A REPLY

Please enter your comment!
Please enter your name here