27.1 C
Bhubaneswar
Thursday, April 25, 2024
Homeଓଡିଶାଚିକ୍ ଚିକ୍ ଜରିରେ ଗୁଡେଇ ହୋଇ ଥିବା ମିଠା ପଦାର୍ଥର ନାଁ ଚକୋଲେଟ୍..

ଚିକ୍ ଚିକ୍ ଜରିରେ ଗୁଡେଇ ହୋଇ ଥିବା ମିଠା ପଦାର୍ଥର ନାଁ ଚକୋଲେଟ୍..

ଭୁବନେଶ୍ୱର : ଚିକ୍ ଚିକ୍ ଜରିରେ ଗୁଡେଇ ହୋଇ ଥିବା ମିଠା ପଦାର୍ଥର ନାଁ ଚକୋଲେଟ୍ । ଚକୋଲେଟ୍ ଖାଲି ମିଠା ପଦାର୍ଥ ନୁହେଁ ମିଠା ଅନୁଭବ ମଧ୍ୟ । ଖାସ୍ କରି ଚକୋଲେଟ୍ ନାଁ ଶୁଣିଲେ ମୁହଁରେ ପାଣି ଆସିଯାଏ ।

ଛୋଟ ପିଲାକୁ ଚକୋଲେଟ ଟିଏ ଦେଇଦେଲେ ତା ଖୁସିର ସୀମା ରହେନି । ସାଧାରଣତଃ ଚକୋଲେଟ୍ ନେଇ ବହୁତ ଗୀତ ବି ରହିଛି । ଚକୋଲେଟ୍ ର ମିଠା ସର୍ମ୍ପକ କୁ ବି ମିଠା କରିଦେଇଥାଏ ବୋଲି ମନାଯାଏ ।

ଏହା ଆମ ନିତିଦିନିଆ ଖାଇବା ଜିନିଷ । ଚକୋଲେଟ୍ ଡେ ୯ ଫ୍ରେବୃୟାରୀ ଦିନ ପାଳନ ହୁଏ । ପରସ୍ପର କୁ ଚକୋଲେଟ୍ ଦେଇ ଏହାକୁ ଖୁବ ଖୁସିରେ ପାଳିଥାନ୍ତି ସବୁ ବର୍ଗର ମଣିଷ । କମ୍ ଦାମରୁ ଅଧିକ ମୁଲ୍ୟର ବିଭିନ୍ନ ପ୍ରକାରର ଚକୋଲେଟ୍ ବଜାରରେ ମିଳୁଛି । ଚକୋଲେଟ ବାଣ୍ଟନ୍ତୁ ,ଖାଆନ୍ତୁ ଓଚକୋଲେଟ ଡେ କୁ ପାଳନ କରନ୍ତୁ ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking