ଚିଟଫଣ୍ଡ ସଂସ୍ଥାର ସମ୍ପତି ବାଜ୍ୟାପ୍ତି ଲାଗି ନିର୍ଦେଶ

ଭୁବନନେଶ୍ୱର : ବହୁ ଚର୍ଚିତ ଚିଟ ଫଣ୍ଡ କେଳାଙ୍କରୀର ରାୟ ଆସିଛି । ବହୁଦିନର ଅପେକ୍ଷା ପରେ ଆଜି ଏଭଳି ନିର୍ଦେଶ ଆସିଛି । ଚିଟ ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ହେବାର ଆଶା ଦେଖା ଯାଉଛି । ଚିଟଫଣ୍ଡ ସଂସ୍ଥାର ସମ୍ପତି ବାଜ୍ୟାପ୍ତି ଲାଗି ନିର୍ଦେଶ ଦେଲେ ସ୍ୱତନ୍ତ୍ର ଚିଟ ଫଣ୍ଡ ଅଦାଲତ । ସମ୍ପତି ବିକ୍ରି ରୁ ଲବ୍ଧ ଟଙ୍କା କ୍ଷତିଗ୍ରସ୍ତ ଙ୍କୁ ବାଣ୍ଟିବାକୁ ନିର୍ଦେଶ । ମା ତାରିଣୀ ଇଷ୍ଟକନ ପ୍ରାଇଭେଟ ଲିମିଟେଡ଼ ର ସମ୍ପତି ବାଜ୍ୟାପ୍ତି । ଦାମୀ ଗାଡି ଓ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବାଜ୍ୟାପ୍ତି  । ଏହା ସହ କଟକ ଉପଖଣ୍ଡରେ ଥିବା ୫୫ ଏକର ଜମି ମଧ୍ୟ ବାଜ୍ୟାପ୍ତି ପାଇଁ ନିର୍ଦେଶ ।
https://onakhabar.com/2020/01/27/bus-accident-11/