16.1 C
Bhubaneswar
Friday, January 28, 2022
Homeଓଡିଶା୧୬୬ତମ ଦିବସରେ କରୋନା ସଚେତନତା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ ବଣ୍ଟନ

୧୬୬ତମ ଦିବସରେ କରୋନା ସଚେତନତା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ ବଣ୍ଟନ

ଭୁବନେଶ୍ୱର : ସଚେତନତା ଓ ବନ୍ୟାର ତାଣ୍ଡବ ଲୀଳାକୁ ଆଖିରେ ରଖି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ଚିନ୍ମୟ ଫାଉଣ୍ଡେସନ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ରିଲିଫ ବଣ୍ଟନ ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଲିଥିବାବେଳେ ଆଜି ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ଅନ୍ତର୍ଗତ କ୍ଷେତ୍ରବାସୀ ଚୁନିଦା ସମେତ ବିଭିନ୍ନ ସ୍ଥାନରେ କୁରାଳ ଫାଉଣ୍ଡେସନ ପକ୍ଷରୁ ପାଲାଗାୟିକା ସୁଶ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ନେତୃତ୍ୱରେ ,ବାଦ୍ୟକାର ଶୀତାକାନ୍ତ ବେହେରା, ବିଦୁଷକ ଗଦାଧର ବେହେରା, ଆଧୁନିକ କଣ୍ଠଶିଳ୍ପୀ ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ,ଭଜନ କଣ୍ଠଶିଳ୍ପୀ ସ୍ୱପ୍ନାରାଣୀ ସାହୁ ଆଦି କରୋନା ନିଧନ ସମ୍ପର୍କିତ ପଥପ୍ରାନ୍ତ ପାଲା ପରିବେଷଣ କରିଥିଲେ। ଏଥିରେ ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ସହ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking