ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ

ବେଜିଂ: ଚୀନ୍‌ରେ ମହିଳାଙ୍କ ପ୍ରତି ଭେଦଭାବ ହେଉଥିବା ମାମଲା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଚୀନ୍‌ରେ ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ୧୬ଟି କମ୍ପାନି ବିରୁଦ୍ଧରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ଆଇନ ବିଭାଗ ରିପୋର୍ଟ ଅନୁଯାୟୀ , ଏହି କମ୍ପାନିଗୁଡିକ ମହିଳାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗର୍ଭଧାରଣ ପରୀକ୍ଷା କରିବା ଆବଶ୍ୟକ ବୋଲି କହିଥାନ୍ତି । ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗର … Continue reading ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ