28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜଗିଛି ଚୀନା ଏୟାରଫୋର୍ସ, ଆମେ ତୟାର

ଜଗିଛି ଚୀନା ଏୟାରଫୋର୍ସ, ଆମେ ତୟାର

ନୂଆଦିଲ୍ଲୀ: ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି ଆର ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।  ଏଲଏସିରେ ଚୀନ ସୀମା ପଟେ ଚୀନା ବାୟୁସେନା ଏବେ ବି ରହିଛି । ଏଲଏସିର ସମସ୍ତ ୩ଟି ଏୟାରବେସରେ ଚୀନ ବାୟୁସେନା ଜଗିଛି । ଆମେ ସଂପୂର୍ଣ୍ଣ ମୁତୟନ ଅଛୁ ଏବଂ ପୁରା ତୟାର ଅଛୁ । ଲାଦାଖରେ ଚୀନ ବାୟୁସେନା କେତେ ପ୍ରଭାରୀ ପ୍ରଶ୍ନରେ ସେ କହିଛନ୍ତି, ଅଧିକ ଉଚ୍ଚତାରେ ଚୀନର ମିଶନ ଅପେକ୍ଷାକୃତ ଦୁର୍ବଳ । ପାକିସ୍ତାନ ଓ ପିଓକେରେ ଏୟାରଫିଲ୍ଡ ନେଇ ବାୟୁସେନା ମୁଖ୍ୟ କହିଛନ୍ତି, ଏହାକୁ ନେଇ ଆମେ ବ୍ୟସ୍ତ ନୋହୁଁ । ସେସବୁ ଏୟାରଫିଲ୍ଡ ଅତି ଛୋଟ, ସେଥିରେ କିଛି ହେଲିକପ୍ଟର ରହିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking