ବିନାଶ ଆଡକୁ ଗତି କରୁଛି ଚାଇନା ! ମାତ୍ର ଏକ ସପ୍ତାହରେ କରୋନା ନେଲା ୧୩ ହଜାର ମୁଣ୍ଡ

ବେଜିଂ: କରୋନା ଜୀବାଣୁ ଆତଙ୍କକୁ ସାମ୍ନା କରୁଥିବା ଚୀନ୍‌ର ପରିସ୍ଥିତି ଅଧିକ ଜଟିଳ ହେବାର ଲାଗିଛି। ଭବିଷ୍ୟତରେ ଏହା ଅଧିକ ଭୟଭୀତ ହେବ ବୋଲି ଲାଗୁଛି। ଚାଇନାରେ କୋଭିଡ ମହାମାରୀ ହେତୁ ଗୋଟିଏ ସପ୍ତାହରେ ୧୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଜନସଂଖ୍ୟା ପୂର୍ବରୁ ସଂକ୍ରମିତ ହୋଇସାରିଛନ୍ତି। ଶୂନ-କୋଭିଡ ନୀତି ହଠାତ୍ ସମାପ୍ତ ହେବା ପରେ ୮ ଡିସେମ୍ବରରୁ ୧୨ ଜାନୁଆରୀ ମଧ୍ୟରେ ଚାଇନାରେ ପ୍ରାୟ ୬୦,୦୦୦ ମୃତ୍ୟୁ … Continue reading ବିନାଶ ଆଡକୁ ଗତି କରୁଛି ଚାଇନା ! ମାତ୍ର ଏକ ସପ୍ତାହରେ କରୋନା ନେଲା ୧୩ ହଜାର ମୁଣ୍ଡ