27.8 C
Bhubaneswar
Wednesday, April 17, 2024
Homeଓଡିଶାଗଲୱାନ ହିଂସାରେ ପ୍ରାଣ ହରାଇଥିବା ନିଜ ସୈନିକଙ୍କୁ ସମ୍ମାନିତ କରିବ ଚୀନ

ଗଲୱାନ ହିଂସାରେ ପ୍ରାଣ ହରାଇଥିବା ନିଜ ସୈନିକଙ୍କୁ ସମ୍ମାନିତ କରିବ ଚୀନ

ନୂଆଦିଲ୍ଲୀ: ଚୀନ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ସ୍ଥାପନା ଦିବସ ଅବସରରେ ପାର୍ଟିର ସଦସ୍ୟଙ୍କୁ ଚୀନ ସମ୍ମାନିତ କରିବ । ସମ୍ମାନ ପାଇବାକୁ ଥିବା ଲିଷ୍ଟରେ ସେହି ଚୀନ ସୈନିକଙ୍କ ନାମ ସାମିଲ ରହିଛି, ଯିଏ ଜୁନ ୨୦୨୦ରେ ଗଲୱାନରେ ଭାରତୀୟ ସେନାଙ୍କ ହାତରେ ପ୍ରାଣ ହରାଇଥିଲେ ।
ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ସମିତି ପ୍ରଥମ ଥର ଜୁଲାଇରେ ସେହି ପାର୍ଟି ସଦସ୍ୟଙ୍କୁ ପଦକ ପ୍ରଦାନ କରିବ ଯିଏ ଉତ୍କୃଷ୍ଟ ଯୋଗଦାନ ଦେଇଛନ୍ତି । ପୁରସ୍କାର ପାଇଁ ମୋଟ ୨୯ ପ୍ରାର୍ଥୀଙ୍କୁ ନାମାଙ୍କିତ କରାଯାଇଛି । ଅନ୍ତିମ ନିର୍ଣ୍ଣୟ ନେବା ପୂର୍ବରୁ ତାକୁ ୪ ଜୁନ ପର୍ଯ୍ୟନ୍ତ ପ୍ରକାଶିତ କରାଯିବ ଏବଂ ପରେ ଜନତାଙ୍କ ରାୟ ମଗାଯିବ । ୨୯ ଜଣଙ୍କ ମଧ୍ୟରେ ଯୁଦ୍ଧ ହିରୋ, ବୈଜ୍ଞାନିକ, ସାମୁଦାୟିକ କାର୍ଯ୍ୟକର୍ତ୍ତା, କଳାକାର, ରଷ୍ଟ୍ରୀୟ ଏରତାରେ ଆଗରେ ଥିବା ବ୍ୟକ୍ତି, ଶିକ୍ଷକ ଓ ପୁଲିସଙ୍କ ସହିତ ଅନେକ କ୍ଷେତ୍ରର ବ୍ୟକ୍ତି ସାମିଲ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking