30.1 C
Bhubaneswar
Wednesday, April 24, 2024
Homeଓଲିଉଡପୁଣି ପ୍ରେକ୍ଷାଳୟକୁ ଫେରୁଛି ‘ଚିଲିକା ତୀରେ’; ଆଜିର ଦିନରେ ହୋଇଥିଲା ମହୁରତ

ପୁଣି ପ୍ରେକ୍ଷାଳୟକୁ ଫେରୁଛି ‘ଚିଲିକା ତୀରେ’; ଆଜିର ଦିନରେ ହୋଇଥିଲା ମହୁରତ

ଦୀର୍ଘ ୪୭ ବର୍ଷ ପରେ ପ୍ରଦର୍ଶିତ ହେବାକୁ ଯାଉଛି ବହୁ ପୁରୁଣା ସେହି ଚଳଚ୍ଚିତ୍ର ‘ଚିଲିକା ତୀରେ’ । ଆଜିକୁ ଠିକ୍ ୪୭ ବର୍ଷ ପୂବରୁ ଏହି ଦିନରେ ମକର ସଂକ୍ରାନ୍ତି ଅବସରରେ ‘ଚିଲିକା ତୀରେ’ର ମହୁରତ ହୋଇଥିଲା । ୧୯୭୭ ମସିହାର ଏହି ଚଳଚ୍ଚିତ୍ରକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ତେବେ ଦୀର୍ଘ ବର୍ଷରେ ପୁଣି ସହି ଫିଲ୍ମ ପ୍ରଦର୍ଶିତ କରାଯିବ । ଫିଲ୍ମଟିରେ ପୁର୍ବରୁ ଚିଲିକା କିଭଳି ରହିଥିଲା । ସାମାଜିକ ବ୍ୟବସ୍ଥା କିଭଳି ଥିଲା । ଚିଲିକା ନେଇ କିଭଳି ସଂଘର୍ଷ ସବୁ ଲାଗି ରହିଥିଲା ତାକୁ ଦର୍ଶାଯାଇଛି । ତା ସହିତ ତାର କିଭଳି ପୁନଃଉଦ୍ଧାର କରାଯାଇଥିଲା । ସବୁ ଚିତ୍ର ଏହି ଫିଲ୍ମରେ ଦେଖିବାକୁ ମଳିବ । ବିପ୍ଲବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମଟି ଆଜି ପୁଣି ପ୍ରଦର୍ଶୀତ ହେବ । ଯାହା ସେତେବେ ଲୋକଙ୍କ ପସନ୍ଦ ପାଲଟିଥିବା ବେଳେ ଏବେ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବାର ରହିଛି ଆଶା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking