ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି : ବିଜେପି

ଭୁବନେଶ୍ୱର : ନୂଆ-ଓ କୁ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ସମାଲୋଚନା । ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି । ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ନ ହେଲେ ମାର୍କ କାଟ୍ ଧମକ ଦିଆଯାଉଛି । ପିଲାମାନଙ୍କ ଆଗ୍ରହ ନାହିଁ, ବାଧ୍ୟ କରିବାକୁ କିଏ ଅଧିକାର ଦେଲା । ଏଫ୍‌ଏମ୍ ଓ ଜିଏମ୍ ବିଶ୍ୱବିଦ୍ୟାଳୟରେ ନୂଆ-ଓ ପାଇଁ ପରୀକ୍ଷା ବାତିଲ ହେଲା । ରାଜ୍ୟ ସରକାରଙ୍କ ପାଇଁ ପିଲାଙ୍କ ପରୀକ୍ଷା ଆଗ ନା ନାଚ ଗୀତ … Continue reading ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି : ବିଜେପି