27.8 C
Bhubaneswar
Thursday, April 18, 2024
Homeଓଡିଶାଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ ବର୍ଷର ଶିଶୁ ମୃତ

ଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ ବର୍ଷର ଶିଶୁ ମୃତ

ନୟାଗଡ:  ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ସ୍ଥାନୀୟ ଧୁଷୁମା ଗାଁର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ   ଡ୍ରାଇଭରକୁ ଅଟକ ରଖିଛି।

ଚାଉଳ ବୋଝେଇ ଟ୍ରକଟି ନୟାଗଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଶରଣକୂଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ  ଧୁଷୁମା ଗାଁର ଏକ ଶିଶୁ ରାସ୍ତା ପାର ହେଉଥିଲା। ଟ୍ରକଟି ଶିଶୁକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking