ଲଗାତାର ଶିଶୁ ଆକ୍ରାନ୍ତ ସାମ୍ନାକୁ ଆସିଲାଣି, ବାଲେଶ୍ୱର ହସ୍ପିଟାଲରେ ଏକାଧିକ ଶିଶୁ ପଜିଟିଭ

corona death in state

ବାଲେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପିଲାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ତୃତୀୟ ଲହରରେ ପିଲା ଅଧିକ ସଂକ୍ରମଣ ହେବା ହୁ ପକ୍ଷରୁ ସୂଚନା ମିଳିଛି ।

ଇତି ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ପିଲା ସଂକ୍ୟମଣ ହେବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ୪ ଜଣ ପିଲା ଏସ୍‌ଏନ୍‌ସିଇୟୁରେ ରହି ଚିକିତ୍ସିତ ହେଇଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ଆଉ ୮ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ୍ୱ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ଜଣ ପିଲାଙ୍କୁ ଅଭିଭାବଙ୍କ ଇଚ୍ଛାରେ କଟକ ରେଫର କରାଯାଇଥିବା ସିଡିଏମ୍‌ଓ ଦୁଲାଲସେନା ଜଗଦେବଙ୍କ ଠାରୁ ସୂଚନା ମିଳିଛି ।

ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର

 

 

 

 

LEAVE A REPLY

Please enter your comment!
Please enter your name here