34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୮ଦିନର ଶିଶୁର ସ୍ପେଶାଲ ଟ୍ରେନ୍‌ରେ ମୃତ୍ୟୁ

୧୮ଦିନର ଶିଶୁର ସ୍ପେଶାଲ ଟ୍ରେନ୍‌ରେ ମୃତ୍ୟୁ

ଭୁବନେଶ୍ୱର : ୧୮ଦିନର ଶିଶୁର ସ୍ପେଶାଲ ଟ୍ରେନ୍‌ରେ ମୃତ୍ୟୁ । କେରଳରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଫେରୁଥିବା ୧୮ ଦିନର ଶିଶୁର ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହାକୁ ପୂର୍ବତଟ ରେଳବାଇ ଖଣ୍ଡନ କରିଛି ।
ସୂଚନା ଅନୁଯାୟୀ, ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପଶ୍ଚିମବଙ୍ଗ ପୁରୁଲିଆର ଜଣେ ଦମ୍ପତି ନିଜର ୧୮ଦିନର ଶିଶୁ ସହ କେରଳରୁ ଫେରିଥିଲେ। କିନ୍ତୁ ରାସ୍ତାରେ ଅଚାନକ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ଏ ନେଇ ରେଳବାଇର ହେଲପ୍‌ଲାଇନ୍ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଚିକିତ୍ସା ସୁବିଧା ମିଳି ପାରନଥିଲା । ଯାହା ଫଳରେ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
https://onakhabar.com/2020/06/12/pregnant-ledy-death/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking