ଲୋକାର୍ପିତ ହେଲା ଓଡିଶା ଟେବୁଲ ଟେନିସ୍‌ ଏକାଡେମୀ; ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍‌ ସେଣ୍ଟର

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବପିଢ଼ୀଙ୍କ ଉପରେ ନିବେଶ, ଏକ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ନିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଏହା କହିନାହାନ୍ତି ବରଂ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ସ୍ଥାପନ କରି ଚାଲିଛନ୍ତି । ଏହି କ୍ରମରେ ଟେବୁଲ ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଅତ୍ୟାଧୁନିକ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଲୋକାର୍ପଣ … Continue reading ଲୋକାର୍ପିତ ହେଲା ଓଡିଶା ଟେବୁଲ ଟେନିସ୍‌ ଏକାଡେମୀ; ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍‌ ସେଣ୍ଟର