ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ: ଉଷା ପାଢୀ

ରାଉରକେଲା: ରାଉରକେଲାରେ ବିମାନ କ୍ରାସ୍ ଦୁର୍ଘଟଣାକୁ ନେଇ ପରିବହନ ସଚିବ ଉଷା ପାଢୀଙ୍କ ସୂଚନା । ସୂଚନା ଦେଇ ପରିବହନ ସଚିବ କହିଛନ୍ତି ଯେ ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି । ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲ୍‌କୁ ଯାଇଛନ୍ତି । ଏରିଏଲ୍ ସର୍ଭେ କରିଛନ୍ତି ଡିଜିସିଏ ଚିମ୍ । ଦୁର୍ଘଟଣାସ୍ଥଳ ମୁଁ ନିଜେ … Continue reading ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ: ଉଷା ପାଢୀ