26.1 C
Bhubaneswar
Tuesday, May 30, 2023
Homeବ୍ରେକୀଙ୍ଗ୩ ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀ

୩ ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀ

ଭୁବନେଶ୍ୱର : ବାଲେଶ୍ୱରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଭୂମି ଯୋଗ୍ୟତା ପ୍ରମାଣପତ୍ର ବାଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ ଲକ୍ଷରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ମିଳିଛି ଭୂମି ଯୋଗ୍ୟତା ପ୍ରମାଣପତ୍ର । ଏହା ସହ ୨୯୨୯ଟି ବସ୍ତିରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧୬ଟି ବହୁମୁଖୀ ଗୋଷ୍ଠୀକେନ୍ଦ୍ର ‘ପରିଚୟ’ର ଲୋକାପର୍ଣ ମଧ୍ୟ କରିଛନ୍ତି ନବୀନ । ସେ କହିଛନ୍ତି ଯେ, ‘ଆଗାମୀ ୩ ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ । ସହରର ବିକାଶ ଓ କୋଭିଡ ଲଢେଇରେ ଆଗରେ ରହିଛନ୍ତି ବସ୍ତିବାସିନ୍ଦା ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking