ଲୋକନାଥ ମନ୍ଦିର ବିକାଶ ପାଇଁ ୨୮କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଶ୍ରୀକ୍ଷେତ୍ରୀ ପ୍ରସିଦ୍ଧ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮କୋଟି ଟଙ୍କା ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକନାଥ ମନ୍ଦିରର ଉନ୍ନତିକରଣ ପାଇଁ ୨୮କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଭର୍ଚୁଆଲରେ ସେବକଙ୍କ ସହ ଆଲୋଚନା ପରେ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅଲାରନାଥ ମନ୍ଦିର ବିକାଶ ପାଇଁ ମଧ୍ୟ ୮କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଗତ ୧୯ ତାରିଖ ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଥିଲେ ୫ଟି ସଚିବ ଭିକେ … Continue reading ଲୋକନାଥ ମନ୍ଦିର ବିକାଶ ପାଇଁ ୨୮କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed