29.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଫୋନ ଯୋଗେ କଥାହେବେ ମୁଖ୍ୟମନ୍ତ୍ରୀ

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଫୋନ ଯୋଗେ କଥାହେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ଫୋନ ଯୋଗେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନାଗିରି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାକୁ ସରକାର ବହୁ ଯୋଜନା କରିଛନ୍ତିି । ସେହି ପରିପ୍ରେକ୍ଷୀରେ ଆଜି ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନ ଯୋଗେ କଥାହେବେ ଓ ଅଞ୍ଚଳର ବିକାଶ ନିମନ୍ତେ ଚର୍ଚ୍ଚା କରିବେ ।
ଗୁରୁପ୍ରିୟା ସେତୁ ହେବା ପରେ ମାଲକାନାଗିରିର ବିଚ୍ଛିନ୍ନାଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବେ ଗଣା ଯାଉଛି । ତେବେ ୨୦୧୮ରେ ଏହି ଗୁରୁପ୍ରିୟା ସେତୁ ଉଦଘାଟନ ହୋଇଥିଲ । ତେବେ ଏହା ମାଲକାନାଗିରିର ବିକାଶରେ କେତେ ଦୁର ସଫଳ ହୋଇପାରିଛି ତାହା ନେଇ ମୁୂଖ୍ୟମନ୍ତ୍ରୀ ସିଧାସଳଖ ଫୋନ ଯୋଗେ ଆଲୋଚନା କରିବେ । ଏଥିସହ ଆଜି ମୁଖ୍ୟମନ୍ତ୍ରୀ ୯ଟି ପଞ୍ଚାୟତରେ ମୋବାେଇଲ ଫୋନ ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking