ବର୍ଷାରେ ଉବୁଟୁବୁ ଚେନ୍ନାଇ

ଚେନ୍ନାଇ: ବାତ୍ୟା ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷାରେ ଉବୁଟୁବୁ ଚେନ୍ନାଇ । ମୂଷଳଧାରାରେ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ତ ଆଉ କେଉଁଠି ବୁଡ଼ିଛି ଟ୍ରେନ ଲାଇନ୍ । କିଛି ସ୍ଥାନରେ ବୁଡ଼ିଛି ଗାଡ଼ି ମୋଟର । ଚେନ୍ନାଇରେ ହାଲ ବେହାଲ୍ କରିଛି ବର୍ଷା ଓ ପନବ । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । … Continue reading ବର୍ଷାରେ ଉବୁଟୁବୁ ଚେନ୍ନାଇ