43 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗଟସ ଜିତି ଫିଲ୍ଡିଂ ନେଲା ଚେନାଇ

ଟସ ଜିତି ଫିଲ୍ଡିଂ ନେଲା ଚେନାଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟମ ଲିଗ ବା ଆଇପିଏଲର ୧୩ତମ ସିଜନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଆନ୍ ମୁମ୍ବାଇ ଇଣ୍ଢିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳାଯାଉଛି । ଓପନିଂ ମ୍ୟାଚରେ ସିଏସକେର ମନ୍ଦ୍ରେ ସିଂ ଧୋନୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପର୍ୟ୍ୟନ୍ତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଚାରିଥର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ତିନି ଥର ଟାଇଟଲ ଜିତିଛି। କୋଭିଡ -୧୯ ମହାମାରୀ ହେତୁ ଚଳିତ ବର୍ଷ ୟୁଏଇରେ ଖାଲି ଷ୍ଟାଡିୟମରେ ଆଇପିଏଲ ଖେଳାଯାଉଛି। ଆବୁଧାବି ରେ ଆଇପିଏଲ ର ୧୩ ତମ ସଂସ୍କରଣ ଖେଳାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking