କଟକ: ଠକ ତାନ୍ତ୍ରିକ ମୌଲାନା କୈଫ ନାଁରେ ଆଉ ଏକ ମାମଲା ସାମ୍ନାକୁ ଆସୁଛି । କନ୍ଦରପୁର ସୋନପୁରର ଜଣେ ମହିଳାଙ୍କ ଅଭିଯୋଗରେ ମାମଲା କରାଯାଇଛି । ହୀରା ବ୍ୟବସାୟ ଓ ଚାକିରି କରାଇଦେବାକୁ ଟଙ୍କା ନେଇଥିଲା ଭଣ୍ଡ ବାବା । ତାନ୍ତ୍ରିକ ଜଣକ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । କୈଫ ନାଁରେ କଟକ ସହରରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । କୋଲକାତାରେ ସେୟାର ମାର୍କେଟରେ କୈଫ … Continue reading ଫିଟୁଛି ଠକ ମୌଲାନାଙ୍କ ଗୁମର
Copy and paste this URL into your WordPress site to embed
Copy and paste this code into your site to embed