ଛାତିଥରା ଘଟଣା: ୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ

ମୁମ୍ବାଇ: ମୁମ୍ବାଇରେ ଛାତିଥରା ଘଟଣା । ୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ । ଦିନ କି ଦୁଇ ଦିନ ନୁହେଁ ଦୀର୍ଘ ୨ ବର୍ଷ ଧରି ଗଣଦୁଷ୍କର୍ମ କରିଚାଲିଥିଲେ ତିନି ଅଭିଯୁକ୍ତ । ମୁମ୍ବାଇର ଅପନଗର ଭାଣ୍ଡୁପ ଅଞ୍ଚଳରେ ଘଟିଛି ଏହି ଲଜ୍ଜା ଜନକ ଘଟଣା । ତିନି ବୃଦ୍ଧଙ୍କ ବୟସ ୬୦ରୁ ୬୫ ବର୍ଷ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି ପୋଲିସ। ପୀଡିତାଙ୍କ … Continue reading ଛାତିଥରା ଘଟଣା: ୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ