34.1 C
Bhubaneswar
Friday, March 29, 2024
Homeଓଡିଶାଏସସିବି ୭ ଡାକ୍ତର ଙ୍କ ନାଁ ରେ ଚାର୍ଜସିଟ୍‌

ଏସସିବି ୭ ଡାକ୍ତର ଙ୍କ ନାଁ ରେ ଚାର୍ଜସିଟ୍‌

କଟକ : କଚକ ଏସସିବି ମେଡିକାଲ ରେ ୭ ଜଣ ଡାକ୍ତର ଙ୍କ ନାଁ ରେ ଚାର୍ଜସିଟ୍ ଦାଖଲ । ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କଲା ମଙ୍ଗଳାବାଗ ପୁଲିସ । ଆଇନଜୀବୀ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଚାର୍ଜସିଟ୍ । ଅକ୍ଟୋବର ୨୧ ରେ ଆଇନଜୀବୀ ଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଥିଲା । ଆଇନଜୀବୀ ସପନ କୁମାର ପାଲ ଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ପୋଲିସ ନିଷ୍କ୍ରିୟତା ପ୍ରତିବାଦ ରେ ହାଇକୋର୍ଟ ର ଦ୍ୱାରସ୍ଥ୍ୟ ହୋଇଥିଲେ ଆଇନଜୀବୀ ।ଚାର୍ଜସିଟ୍ ଦାଖଲ ନେଇ ହାଇକୋର୍ଟ ଙ୍କୁ ଜଣାଇଲା ମଙ୍ଗଳାବାଗ ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking