34.1 C
Bhubaneswar
Thursday, April 25, 2024
Homeଓଡିଶାମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ନିରାଶ : ଜେଲ ଯିବେ

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ନିରାଶ : ଜେଲ ଯିବେ

ଭୁବନେଶ୍ୱର : ପାରାଦ୍ୱୀପ ପୋର୍ଟର ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଂଚ ମାମଲା । ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଆବେଦନ ଖାରଜ । ଚର୍ଚ୍ଚିତ ଓ ଦେବ ପ୍ରିୟ ମହାନ୍ତିଙ୍କ ଜାମିନ ଖାରଜ କଲେ ସିବିଆଇ କୋର୍ଟ । ମାମଲାରେ କେବଳ ବିଲଡର ଶିଶିର ଦାସଙ୍କୁ ମିଳିଲା ଜାମିନ । ସିବିଆଇର ୯ ଦିନିଆ ରିମାଣ୍ଡ ଆବେଦନ ମଧ୍ୟ ଖାରଜ ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହେବ ହାଲୁକା ଧରଣର ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking