ଚାନ୍ଦବାଲି ଲଜ୍ଜା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ
ଭଦ୍ରକ: ପୁଣି ଛାତ୍ରୀକୁ ଦୁଷ୍କର୍ମ । ମଣିଷ ପାଲଟିଲା ନର ରାକ୍ଷସ । ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଉଠାଇ ଆଣିଛି ପୋଲିସ । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ନ୍ୟାୟ ଦାବିରେ ୩ଟି ରାସ୍ତାରେ ଟାୟାର ଜାଳି ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ହାଟପାଟି, ମଧୁବାବୁ ଛକ ଓ ବସଷ୍ଟାଣ୍ଡରେ … Continue reading ଚାନ୍ଦବାଲି ଲଜ୍ଜା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed