37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଚାଳ ଛପର ଘରେ ନିରାକାରଙ୍କ ପରିବାର

ଚାଳ ଛପର ଘରେ ନିରାକାରଙ୍କ ପରିବାର

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଖାନନଗର ପଂଚାୟତ ଲାଲବାଗ ଗାଁର ନିରାକାର ଦାସ ଙ୍କ ଚାଳ ଛପର ଘର ସଂପୁର୍ଣ୍ଣ ଭାଗିଂ ଯାଇଛି । ଗତ ବନ୍ୟାରେ ଘରଟି ସଂପୁର୍ଣ୍ଣ ଭାଂଗିଯାଇଥିବା ବେଳେ ସଂପୁର୍ଣ୍ଣ ପରିବାର ଏବେ ପଡୋଶୀଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । କିନ୍ତୁ ଏ ପର‌୍ୟ୍ୟନ୍ତ ସରକାରୀ ସହାୟତା ମିଳିପାରିନାହିଁ । ସେଥିପାଇଁ ତୁରନ୍ତ ପରିବାର କୁ ସରକାରୀ ରିଲିପଂ ଯୋଗାଇ ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking