ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି: ବଟଲର

ନୂଆଦିଲ୍ଲୀ: ଗତଥରର ବିଶ୍ୱକପ୍ ବିଜେତା ଟିମ୍, ଏଥର ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଉଛି । ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପରେ ସବୁଠୁ ନିରାଶଜନକ ପ୍ରଦର୍ଶନ କରିଛି ଇଂଲଣ୍ଡ ଟିମ୍ । ତେବେ ଇଂଲଣ୍ଡ ଟିମର ଏପରି ଖରାପ ପ୍ରଦର୍ଶନ ପରେ ନିଜ ମନର ଦୁଃଖ ଜଣାଇଛନ୍ତି ଟିମର କ୍ୟାପଟେନ୍ ଜୋସ୍ ବଟଲର । ବଟଲର ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ମୋ ନିଜ ଫର୍ମକୁ ନେଇ ଚିନ୍ତାରେ ଥିଲି । ମୁଁ … Continue reading ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି: ବଟଲର