32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ପାଇଁ ସୁପାରିଶ

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ପାଇଁ ସୁପାରିଶ

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ କେନ୍ଦ୍ର ସୁପାରିସ କରିଛନ୍ତି । ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଡେନମାର୍କ ଜୁରିକୁ କେନ୍ଦ୍ର ସୁପାରିଶ କରିଛନ୍ତି । କେନ୍ଦ୍ର ସୁପାରିଶ କରିଥିବା ଦେଶର ୮ଟି ବେଳାଭୂମି ମଧ୍ୟରେ ପୁରୀ ହେଉଛି ଅନ୍ୟତମ । ସୁପାରିଶ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି । ପୁରୀ ବିକାଶ ପାଇଁ ୮.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking