28.1 C
Bhubaneswar
Friday, March 29, 2024
Homeଓଡିଶାଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ

ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ସିଡିପିଓ । ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥଙ୍କୁ ଧରିଛି ଭିଜିଲାନ୍ସ । ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି । ଘଟଣାକୁ ନେଇ ପୁଷ୍ପାଞ୍ଜଳିଙ୍କ ଭବାନୀପାଟଣା ବଡ଼ପଡ଼ା ସ୍ଥିତ ବାସଭବନରେ ଚଢ଼ାଉ ହୋଇଛି ।

ଥୁଆମୁଳ ରାମପୁର ସିଡିପିଓ ଚାକିରି କରାଇ ଦେବା ନାରେ ବାସନ୍ତି ସିଂ ର ସ୍ବାମୀ ବିର ସିଂ ଠାରୁ ନିଜ ଭବାନିପାଟଣା ସ୍ଥିତ ବାସ ବାସଭବନରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଗିରଫ। ଚଢଉରେ ନବରଙ୍ଗପୁର ଡିଏସ୍ପି କଳାପତୀ ବାଗ, ମାଳକାନଗିରି ଡିଏସ୍ପି ଶୁସାନ୍ତ ବିଶ୍ବାଳ, ଅଜିତ ପାଢି ପ୍ରମୁଖ ଚଢଉରେ ସାମିଳ ଅଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking