27.1 C
Bhubaneswar
Thursday, April 25, 2024
Homeକରୋନା୧୧ ଓ ୧୩ରେ ସିବିଏସଇ ରେଜଲ୍ଟ

୧୧ ଓ ୧୩ରେ ସିବିଏସଇ ରେଜଲ୍ଟ

ଭୁବନେଶ୍ୱର: ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ନେଇ ଘୋଷଣା କରାଯାଇଛି । ଜୁଲାଇ ୧୧ ତାରିଖରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ । ଜୁଲାଇ ୧୩ ତାରିଖରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନ ୪ଟା ସମୟରେ ରେଜଲ୍ଟ ପ୍ରକାଶ ପାଇବ । ରେଜଲ୍ଟ ଦିନ ଧାର୍ଯ୍ୟ ନେଇ ସିବିଏସଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଏକ ପ୍ରକାର ଆଶା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।
ତେବେ ବର୍ତ୍ତମାନ ଦେଶ ସମେତ ସମଗ୍ର ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟରୁ  ୨୨ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି ।ସର୍ବାଧିକ ୫୭୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ ଟି କେସ୍ ମଧ୍ୟରୁ ୪୧୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୬୧ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧୧୨୦୧ଟି କେସ୍ ଚିହ୍ନଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking