27.1 C
Bhubaneswar
Thursday, April 25, 2024
Homeଓଡିଶାସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ସିବିଏସଇରେଜଲ୍ଟସ.ଏନଆଇସି.ଇନରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଏହି ଓବସାଇଟ ମାଧ୍ୟମରେ ନିଜର ପରୀକ୍ଷା ଫଳ ବିଷୟରେ ଜାଣିପାରିବେ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ ସୂଚନା ପ୍ରଦାନ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ୱର ରିଜିନରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ତ୍ରିଭେନ୍ଦ୍ରମ ରିଜନରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ ହାର ରହିଛି । ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨ ପ୍ରତିଶତ ରହିବା ସହ ଘରୋଇ ସ୍କୁଲରେ ୮୮.୨୨ ପ୍ରତିଶତ ରହିଛି । ଚଳିତ ବର୍ଷ ୯୨.୧୫ ପ୍ରତିଶତ ଛାତ୍ରୀ ଓ ୮୮.୧୯ ପ୍ରତିଶତ ଛାତ୍ର ପାସ୍ ହୋଇଛନ୍ତି ।

ଆଜି ଆଉ ୩୯୦ଜଣ ହେଲେ ସୁସ୍ଥ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking