34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୧ ଓ ୧୩ରେ ବାହାରିବନି ସିବିଏସଇ ରେଜଲ୍ଟ

୧୧ ଓ ୧୩ରେ ବାହାରିବନି ସିବିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ୧୧ ଓ ୧୩ରେ ବାହାରିବନି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ଜୁଲାଇ ୧୧ରେ ଦ୍ୱାଦଶ, ୧୩ରେ ଦଶମ ରେଜଲ୍ଟ ଖବର ମିଛ ବୋଲି ସୂଚନା ମିଳିଛି । ମିଛ ଖବର ପ୍ରକାଶ ହୋଇଥିବା ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟ ସଂପର୍କରେ ବୋର୍ଡ ଏବେ କିଛି ନିଷ୍ପତ୍ତି ନେଇନି ବୋଲି ସିବିଏସଇ କହିଛି । ପୂର୍ବରୁ ରେଜଲ୍ଟ ବାହାରିବା ନେଇ ଏଏନଆଇ ସୂଚନା ଦେଇଥିଲା । ରେଜଲ୍ଟ ଖବରକୁ ମିଛ କହିବା ସହ ଏଏନଆଇ ଦୁଃଖ ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking