ସିବିଏସସି ଦଶମ ପରୀକ୍ଷା ବାତିଲ , ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ସ୍ଥଗିତ ରହିଲା ସିବିଏସସି ଦ୍ୱାଦଶ ପରୀକ୍ଷା ତା’ ସହିତ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । କୋରନା ମହାମାରୀ ପାଇଁ ସିବିଏସିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଓ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୁର୍ବରୁ ବହୁ ଆଶା ଆଶଙ୍କା ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଥିଲେ । ସିବିଏସସି ମଧ୍ୟ … Continue reading ସିବିଏସସି ଦଶମ ପରୀକ୍ଷା ବାତିଲ , ଦ୍ୱାଦଶ ପରୀକ୍ଷା ସ୍ଥଗିତ