ବୋର୍ଡ ଉପସଭାପତିଙ୍କୁ ସିବିର ପଚରାଉଚରା
ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ପଚରାଉଚରା କରାଯାଇଛି ା କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଇଛି । ବହୁ ଗୁରୁତ୍ୱପୂଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ଗତକାଲି ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଥିଲେ ।ଯେଉଁମାନେ ବି ସଂପୃକ୍ତ କାହାକୁ ଛଡାଯିବନି କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯିଏ ବି କରିଛି , … Continue reading ବୋର୍ଡ ଉପସଭାପତିଙ୍କୁ ସିବିର ପଚରାଉଚରା
Copy and paste this URL into your WordPress site to embed
Copy and paste this code into your site to embed