24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଆସିଲା ଏୟାରଟେଲର ନୂଆ ଫିଚର

ଆସିଲା ଏୟାରଟେଲର ନୂଆ ଫିଚର

ନୂଆଦିଲ୍ଲୀ: ଏୟାରଟେଲ ଲଂଚ କରିଛି ସେଫ୍ ପେ ଫିଚର । ଫଳରେ ଡିଜିଟାଲ ପେମେଣ୍ଟ ଅଧିକ ସୁରକ୍ଷିତ ହୋଇପାରିବ । ଏୟାରଟେଲ ତରଫରୁ ବୁଧବାର ଦିନ ନୂଆ ଫିଚର ଏୟାରଟେଲ ସେଫ ପେ ଲଂଚ କରାଯାଇଛି । ଏହାଦ୍ୱାରା ଡିଜିଟାଲ ପେମେଣ୍ଟ ପୂର୍ବ ତୁଳନାରେ ଅଧିକ ସୁରକ୍ଷିତ ହେବ ଏବଂ ଅନଲାଇନ ପେମେଣ୍ଟ ଠକେଇ ରେକର୍ଡ ମଧ୍ୟ ହୋଇପାରିବ । ଏୟାରଟେଲ ଗ୍ରାହକ କହିଛନ୍ତି ଯେ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କରୁ ୟୁପିଆଇ କିମ୍ବା ନେଟ୍ ବ୍ୟାଙ୍କିଂ କରିବା ଦ୍ୱାରା ବ୍ୟବହାରକାରୀଙ୍କୁ ଏକ୍ସଟ୍ରା ଲେୟାର ସିକ୍ୱିରିଟି ମିଳିବ । ଏହି ଲେୟାର ଏକ ଅତିରିକ୍ତ ଷ୍ଟାଣ୍ଡାର୍ଡ ଟୁ ଷ୍ଟେପ ଭେରିଫିକେସନ ପ୍ରୋସେସରେ ଉପଲବ୍ଧ । ଏୟାରଟେଲ ପକ୍ଷରୁ ଭାରତରେ ପ୍ରଥମ ଇନଭେନସନ ଏୟାରଟେଲ ସେଫ ପେ ଉପସ୍ଥାପିତ କରାଯାଇଛି । ଯାହାଦ୍ୱାରା ବ୍ୟାଙ୍କିଂ ଫ୍ରଡ, ଫିସିଂ, ପାସଓାର୍ଡ ଭଳି ଠକେଇକୁ ରୋକାଯାଇପାରିବ ।
ପ୍ରଥମେ ଏୟାରଟେଲ ଥ୍ୟାଙ୍କସ ଆପ୍ଲିକେସନ ଫୋନରେ ଓପନ କରନ୍ତୁ
ବଟମ ମେନ୍ୟୁର ବ୍ୟାଙ୍କିଂ ସେକ୍ସନ ଉପରେ କ୍ଲିକ କରିବାକୁ ପଡିବ
ପରେ ସେଫ୍ ପେ ଉପରେ କ୍ଲିକ କରନ୍ତୁ
ପରେ ଟଗଲ୍ ବଟନ ଉପରେ ଟ୍ୟାପ କରି ଏନେବଲ କରିବାକୁ ହେବ
ଏହାପରେ ୟୁପିଆଇ ଓ ନେଟ ବ୍ୟାଙ୍କିଂ ଚେକ୍ କରିବାକୁ ପଡିବ
ଏୟାରଟେଲ ସେଫ୍ ପେ ଏନେବଲ କରିବା ପରେ ସେଫ ପେ ଆକ୍ଟିଭ କରିବା ପରେ ଟପ୍ କାର୍ଡ ମିଳିବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking