33.1 C
Bhubaneswar
Sunday, September 29, 2024
Homeଓଡିଶାସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ: ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ

ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ: ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ଟ୍ରଲି ବ୍ୟାଗରୁ ମୃତହେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ । ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଭିତରେ ଅଛନ୍ତି ଜଣେ ସମ୍ପର୍କୀୟ ଭାଇ ଓ ଅନ୍ୟ ଜଣେ ଲୋକ । ଦିନେ ପୂର୍ବରୁ କିଣିଥିଲେ ସୁଟକେସ୍‌ । ହତ୍ୟାକାଓଣ୍ଡ ଥିଲା ଯୋଜନାବଦ୍ଧ । ସିସିଟିଭିରୁ ମିଳିଲା ସୁରାକ । ଅଭିଯୁକ୍ତଙ୍କୁ ଧରିବାକୁ ଦୁଇଟି ଟିମ୍‌ ଗଠନ କରି ଖୋଳତାଡ କରୁଥିଲସା ପୋଲିସ । ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗତକାଲି ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking