କାର୍ – ଟ୍ରକ୍ ମୁହାଁମୁହିଁ ଧକ୍କା: ୨ ମୃତ
ଦିଗପହଣ୍ଡି: କାର୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗତକାଲି ବିଲମ୍ବିତ ରାତିରେ ଏକ ପରିବାର ଚିକିତ୍ସା ପାଇଁ ଚିକିଟିରୁ ଆନ୍ଧ୍ରପ୍ରଦେଶ ଯାଉଥିଲେ । ସେହି ସମୟରେ ଶ୍ରୀକାକୁଲମ ଜିଲ୍ଲା ନନ୍ଦି ଗାଁରେ କାର୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘାଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ … Continue reading କାର୍ – ଟ୍ରକ୍ ମୁହାଁମୁହିଁ ଧକ୍କା: ୨ ମୃତ
Copy and paste this URL into your WordPress site to embed
Copy and paste this code into your site to embed