କାର୍ ଓଲଟି ୬ ମୃତ

ଝାଡଖଣ୍ଡ: ଝାଡଖଣ୍ଡ ଜାମସେଦପୁରରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ପିକନିକ୍ ଯାଉଥିବା ବେଳେ କାର୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ସମସ୍ତ ମୃତକ ଷଢେଇକଲା ଖରସୁଆଁ ଜିଲ୍ଲାର ବୋଲି ସୂଚନା ରହିଛି । ନୂତନ ବର୍ଷର ଶୁଭେଚ୍ଛା -୨୦୨୪, ଦେଖନ୍ତୁ ଭିଡିଓ….