26.1 C
Bhubaneswar
Monday, December 11, 2023
Homeଓଡିଶାୟୁର୍ଟନ ବେଳେ ସ୍କୁଟିକୁ ପଛରୁ ପିଟିଲା କାର

ୟୁର୍ଟନ ବେଳେ ସ୍କୁଟିକୁ ପଛରୁ ପିଟିଲା କାର

ଭୁୁବନେଶ୍ୱର: ୟୁ-ଟର୍ନ ମାରୁଥିଲା ସ୍କୁଟି, ଏତିକି ବେଳେ ପଉରୁ ଆସି ଏକ କାର ପିଟିଦେଲା । ଆଉ ଘଟିଲା ଭୟଙ୍କର ଦୁର୍ଘଟଣା । ପୁରା କାର ଏବଂ ସ୍କୁଲ ଭାଙ୍ଗି ଚୁରମାର ହୋଇଥିଲାବେଳେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଗମୀର ଆଘାତ ଲାଗିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭୁବନେଶ୍ୱରର ଉତ୍କଳ ହସ୍‌ପିଟାଲ୍‌ ନିକଟରେ ଘଟିଛି । କ ସ୍କୁଟି ଓ କାର୍ ମଧ୍ୟରେ ହୋଇଛି ଧକ୍କା। ଏଥିରେ ସ୍କୁଟି ଚାଳକ ଓ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟିଟି ୟୁ ଟର୍ନ ନେଉଥିବା ବେଳେ କାର୍‌ଟି ଏହାକୁ ପଛ ପଟୁ ପିଟି ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିଟି ଚୁରମାର ହୋଇଯାଇଛି। କାରର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking