ବାରଣ୍ଡାକୁ ମଡିଗଲା କାର, ୨ ଗୁରୁତର

ବାଲେଶ୍ୱର : ଗୁଡିପଦାର ଘର ବାରଣ୍ଡାକୁ ମାଡିଗଲା କାର, ୨ ଗୁରୁତର । କାର ଚଢି ଯୁବାରୁ ବୃଦ୍ଧାଙ୍କ ସହ ଜଣେ ପଡୋଶୀ ଝିଅ ଗୁରୁତର । ବୃଦ୍ଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି, ଝିଅଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ନିଶାସକ୍ତ ଡ୍ରାଇଭରକୁ ଅଟକ ରଖିଲା ସହଦେବଖୁଣ୍ଟା ଥାନା ପୋଲିସ । ଲୋକ ଦେଖାଣିଆ ଚାଉଳ ସଂଗ୍ରହ – ପ୍ରତାପ ଷଡଙ୍ଗୀ