ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍‌ରେ ଜୋରଦାର ବିସ୍ଫୋରଣ ହୋଇଛି। ଦୈନିକ ଜାଗରଣ ଅନୁସାରେ, ଏହି ଭୟଙ୍କର ବିସ୍ଫୋରଣରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ୩୦ରୁ ଅଧିକା ଗାଡ଼ି ଜଳି ଯାଇଛି। ହେଲେ ସରକାରୀ ଭାବେ ମୃତ୍ୟୁ ସ୍ପଷ୍ଟ ହୋଇ ନାହିଁ। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ପୂରା ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍‌ ଘଟଣା … Continue reading ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ