29.1 C
Bhubaneswar
Thursday, April 25, 2024
Homeଖେଳରୋହିଦାସ କ୍ୟାପଟେନ

ରୋହିଦାସ କ୍ୟାପଟେନ

ନୂଆଦିଲ୍ଲୀ : ଏଫଆଇଏଚ ପ୍ରୋ ଲିଗ୍ ମ୍ୟାଚ ପାଇଁ ଭାରତୀୟ ହକି ଦଳ ଘୋଷଣା । ଓଡିଶାର ଅମିତ ରୋହିଦାସ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ବେଲଜିୟମ୍ ଓ ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ ପାଇଁ ହକି ଦଳ ଘୋଷିତ । ରୋହିଦାସ ଙ୍କ ସହ ଓଡିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking